Browsing Tag

heat wave

ଆଗାମୀ ୩ଦିନ ରାଜ୍ୟରେ ବୃଦ୍ଧି ପାଇବ ଦିନର ତାପମାତ୍ରା, ଅନୁଭୂତ ହେବ ଗୁଳୁଗୁଳି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ତିନି ଦିନ ତାତି । ଆଗାମୀ ୩ଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ, ଜନଜୀବନ ଅସ୍ତବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ):  ବଦଳିଛି ପାଗ ।ମୌସୁମୀ ଦୂର୍ବଳ ପ୍ରଭାବରୁ ବଢ଼ିଛି ତାପମାତ୍ରା । ୧୧ ଜିଲ୍ଲାରେ ବଢ଼ିଛି ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ। ଅସ୍ତବ୍ୟସ୍ତ ହେଇପଡୁଛି ଜନଜୀବନ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଇ ଭଳି ପାଗ ରହିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ…

ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା, ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା। ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୭.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୩୬.୫ଂ ଏବଂ ଅନୁଗୁଳରେ ୩୬.୧ଂ ଦିନ ତାପମାତ୍ରା ରେକର୍ଡ…

ଦୁର୍ବଳ ହେଲା ମୌସୁମୀ: ବଢ଼ିଲା ଦିନ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଦୁର୍ବଳ ହେଲା ମୌସୁମୀ ପ୍ରବାହ। ବଢ଼ିଲା ଦିନ ତାପମାତ୍ରା। ଭାଦ୍ରବ ମାସରେ ଅସହ୍ୟ ଗରମ। ୭ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା…

ଦୁର୍ବଳ ହେଲା ମୌସୁମୀ, ବଢିଲା ଦିନ ତାତି: ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ହେଲା ମୌସୁମୀ। ବଢିଲା ଦିନ ତାପମାତ୍ରା। ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି।…

୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ତାତିରୁ ନାହିଁ ନିସ୍ତାର

କେନ୍ୟୁଜ୍(ବ୍ୟୁରୋ): ଆହୁରି ଦୁଇ ଦିନ ସିଝାଇବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ୨-୩ ଡିଗ୍ରୀ ଯାଏ ତଳକୁ ଖସିବ…

ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି। ଗତ ୨୪…

ଶ୍ରାବଣ ମାସରେ ବି ମୁଣ୍ଡଫଟା ଖରା: ରାଜ୍ୟରେ ୧୧ଟି ସହରର ତାପାମତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ପାରଦ । ବିଭିନ୍ନ ସ୍ଥାନରେ ବଢୁଚି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ସହରରେ ଦିନର ତାପାମତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ…

ଅତ୍ୟଧିକ ଉତ୍ତାପ ଓ ଆର୍ଦ୍ରତାରେ ମରିଗଲେ ୨୦୦୦ ଗାଈ, ଆମେରିକାରୁ ଆସିଲା ଭୟଙ୍କର ଭିଡିଓ

ଆମେରିକାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ବିଭିନ୍ନ କଂସେଇଖାନାରେ ୨୦୦୦ରୁ ଅଧିକ ଗାଈଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ରତା ଯୋଗୁ ଗତ ୨ ଦିନ ଭିତରେ ଗାଈମାନଙ୍କ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି। ତେବେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ…

ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ବର୍ଷା ଦେଉଛି ଧୋକା

କେନ୍ୟୁଜ୍(ବ୍ୟୁରୋ): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । କିନ୍ତୁ ବର୍ଷାର ଦେଖାନାହିଁ । କେବେ ରାଜ୍ୟକୁ ଆସିବ ମୌସୁମୀ ତାକୁ ଅପେକ୍ଷା । ଏଭିତରେ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ରାଜ୍ୟର କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୨-୩ ଦିନ ଭିତରେ…

ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି: ୭ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି, ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !

ଭୁବନେଶ୍ବର(କେନ୍ୟୁଜ): ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୫ଡିଗ୍ରୀ ପାର୍‌…

ଗୁଜରାଟ ପଟୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ଯରେ ବଢ଼ୁଛି ତାତି, ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ…

ଭୁବନେଶ୍ବର(କେନ୍ୟୁଜ୍‌): ଡେଉଁଛି ପାରଦ । ବଢୁଛି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୧୩ ତାରିଖ ଯାଏ ନିସ୍ତାର ନାହିଁ । ଗୁଜରାଟ ପଟୁ ପ୍ରଭାବିତ ଶୁସ୍କ ବାୟୁ ପ୍ରଭାବରେ ତାତି ବଢ଼ୁଛି । ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ…