Browsing Tag

heat wave warning

ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି। ଗତ ୨୪…

ଶ୍ରାବଣ ମାସରେ ବି ମୁଣ୍ଡଫଟା ଖରା: ରାଜ୍ୟରେ ୧୧ଟି ସହରର ତାପାମତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ପାରଦ । ବିଭିନ୍ନ ସ୍ଥାନରେ ବଢୁଚି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ସହରରେ ଦିନର ତାପାମତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ…

ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି: ୭ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି, ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !

ଭୁବନେଶ୍ବର(କେନ୍ୟୁଜ): ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୫ଡିଗ୍ରୀ ପାର୍‌…

ଗୁଜରାଟ ପଟୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ଯରେ ବଢ଼ୁଛି ତାତି, ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ…

ଭୁବନେଶ୍ବର(କେନ୍ୟୁଜ୍‌): ଡେଉଁଛି ପାରଦ । ବଢୁଛି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୧୩ ତାରିଖ ଯାଏ ନିସ୍ତାର ନାହିଁ । ଗୁଜରାଟ ପଟୁ ପ୍ରଭାବିତ ଶୁସ୍କ ବାୟୁ ପ୍ରଭାବରେ ତାତି ବଢ଼ୁଛି । ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ…

ଆକାଶରୁ ଅଗ୍ନିବର୍ଷା: ଆଜିଠୁ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ, ୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟକୁ ପୁଣି ଫେରିଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନିବର୍ଷା ହେଉଛି । ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ କରିଛି ଭୁବନେଶ୍ୱର…

ପାରଦ ୪୫ ଡିଗ୍ରୀ ମୁହାଁ, ହନ୍ତସନ୍ତ କରୁଛି ଗୁଳୁଗୁଳି: ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌

ଭୁବନେଶ୍ବର(କେନ୍ୟୁଜ୍‌): ତାତିରୁ ମିଳୁନି ନିସ୍ତାର। ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ମୁହାଁ । ଗୁଳୁଗୁଳି ବି ନୟାନ୍ତ କରୁଛି। ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି। ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ଆଶା କମ୍‌। ଗତକାଲି ୧୫ଟି ସ୍ଥାନରେ…

ଆହୁରି ୫ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ୧୨ଟି ସହରର ତାମପାତ୍ରା

ଭୁବନେଶ୍ବର(କେନ୍ୟୁଜ୍‌): ଆହୁରି ୫ ଦିନ କଲବଲ କରିବ ତାତି। ରାଜ୍ୟରେ ଏବେ ଗରମ, ଗୁଳୁଗୁଳି ଜାରି ରହିଛି। ଗତକାଲି ୧୨ଟି ସହରର ତାମପାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି: ୨୯ ତାରିଖ ଯାଏ ୧୧ଟି ଜିଲ୍ଲା ଓ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ…

ଭୁବନେଶ୍ବର(କେନ୍ୟୁଜ): ଆହୁରି ୪ ଦିନ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ତାତି। ଉପକୂଳରେ କିଛି ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏ ଦିନ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଅସମ୍ଭାଳ ତାତିରେ ଜଳୁଛି ସାରା ରାଜ୍ୟ: ୪୬ ଡିଗ୍ରୀ ଆଡ଼କୁ ଓଡ଼ିଶା, ବିଭିନ୍ନ ଜିଲ୍ଲାକୁ ହିଟୱେଭ୍‌ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ୍‌) : ୪୬ ଡିଗ୍ରୀ ଆଡ଼କୁ ଓଡ଼ିଶା। ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଜଳୁଛି ପଶ୍ଚିମରୁ ଉପକୂଳ । ସବୁଠି ଅସମ୍ଭାଳ ତାତି । ଆଗକୁ ଆହୁରି ବଢିବ ତାପମାତ୍ରା। ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ରହିଛି ବଲାଙ୍ଗିର । ୨୭ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି…

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା, ୨୫ରୁ ହିଟ୍‌ ୱେଭ୍‌ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା । ସବୁଠୁ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱର । ଗତକାଲି ରାଜଧାନୀରେ ୪୦.୮ ଡିଗ୍ରୀ ସେଲସିୟସ୍‌ ରହିଥିଲା ଦିନର ତାପମାତ୍ରା । ଯାହାକି ଚଳିତବର୍ଷର ସର୍ବାଧିକ । ବାଲେଶ୍ୱରରେ ୩୭.୨,…

ଆଜିଠୁ ପୁଣି ରାଜ୍ୟରେ ବଢ଼ିବ ତାପମାତ୍ରା, ଆସନ୍ତା ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୧୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର (କେନ୍ୟୁଜ୍): ତଲା କଡ଼େଇରେ ଭାଜି ହେବ ଓଡ଼ିଶା । ଆଜିଠୁ ପୁଣି ରାଜ୍ୟରେ ବଢ଼ିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ପରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ସମ୍ଭାବନା ରହିଛି । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩…

ଆଜିଠୁ ଖସିବ, ୨୪ରୁ ବଢ଼ିବ: ଆସନ୍ତା ୨ଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ, ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଅସହ୍ୟ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ଦୁଇଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ପୁଣି ୨୪ରୁ ବଢିବ ତାତି । ଗତକାଲି ସୋନପୁରରେ…