ଦଉଡ଼ି ଦେଲା ୯ମ ଶ୍ରେଣୀ ଛାତ୍ର, ସୁଇସାଇଡ୍ ନୋଟ୍ରେ ଲେଖିଲା ‘ମୁଁ କଥା ଦେଉଛି ଖୁବ୍ଶୀଘ୍ର ଭଲ ଇଂରାଜୀ କହିବି’
ଜୀବନକୁ ଭଲ ଭାବେ ଜାଣିନଥିବା ଜଣେ ନବମ ଶ୍ରେଣୀର ଛାତ୍ର ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ମୃତ୍ୟୁ ପୂର୍ବରୁ ସେ ଏକ ଡାଏରୀରେ ଲେଖିଥିବା କେଇ ଧାଡ଼ି କୌଣସି ଫିଲ୍ମର କାହାଣୀଠାରୁ କମ୍ ମନେ ହେଉନାହିଁ। ମରିବା ପୂର୍ବରୁ ସେ ଖାତାରେ ଲେଖିଛି ଯେ ‘ମୁଁ ଖୁବ୍ଶୀଘ୍ର ଭଲ ଇଂରାଜୀ କହିବି’। ଏହି ଗୋଟିଏ…