Browsing Tag

IAS Investigation

କଟକ ଭୁବନେଶ୍ୱରରେ ୧୦ ଆଇଏଏସ ଓ ଆଇପିଏସଙ୍କ ଯାଞ୍ଚ: ବିଭିନ୍ନ ସ୍ଥାନରେ ଡ୍ରୋନ ସାହାଯ୍ୟରେ କରୁଛନ୍ତି ଚିତ୍ର ଉତ୍ତୋଳନ 

ଭୁବନେଶ୍ୱର: କଟକ ଓ  ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ ଆଇଏଏସ ଓ ଆଇପିସ ଅଫିସର ଅଚାନକ ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି। ଅଫିସର ମାନେ ଯେଉଁଥିକୁ ଯାଉଛନ୍ତି ଡ୍ରୋନ ସାହାଯ୍ୟରେ ତାର ଚିତ୍ର ଉତ୍ତୋଳନ କରୁଛନ୍ତି। କଟକ ଓ ଭୁବନେଶ୍ୱର କରୋନା ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି ଏହି ଅଫିସର…