IAS ଅଧିକାରୀଙ୍କ ଏହି ଛୁଟି ଆବେଦନ ପତ୍ର ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ, ଥରେ ନଜର ପକାନ୍ତୁ ତ….
ଆପଣ ମାନଙ୍କର ମନେଥିବ ଯେତେବେଳେ ସ୍କୁଲ କିମ୍ବା କଲେଜରେ ପଢିବା ସମୟରେ ଆମେ ନିଜ ଶିକ୍ଷକଙ୍କୁ ଛୁଟି ନେଇ ଆବେଦନ ପତ୍ର ଲେଖୁଥିଲୁ । ଯାହା ବି କାରଣ ଥାଉ ନା କାହିଁକି ଆମେ ଯାହାବି ଲେଖିଥାଉ ନା କାହିଁକି ମାଷ୍ଟରଙ୍କୁ କିନ୍ତୁ ଜଣାପଡ଼ିଯାଏ କି ଆମେ ବାହାନା କରିଥାଉ । ବାହାନା କରି ହିଁ ମିଛରେ…