“ମାଡ ଖାଇବୁନି ବୋଲି ଆମ୍ବ ଡାଳ ଭାଙ୍ଗିଦେଲୁ”, ନିଜ ପିଲାଦିନର ସ୍ମୃତିକୁ ଏମିତି କିଛି ତରିକାରେ ସେୟାର…
ପ୍ରତ୍ୟକ ମଣିଷର ପିଲା ଦିନ ଖୁବ ସୁନ୍ଦର ସୁନ୍ଦର ସ୍ମୃତି ସବୁରେ ଭରା ହୋଇଥାଏ | କଥା କଥାରେ ଅନେକେ ଏବିଷୟରେ ପ୍ରକାଶ ବି କରିଦିଅନ୍ତି । ଏମିତି ହିଁ ଏକ ପିଲା ଦିନର ସ୍ମୃତିକୁ ତାଜା କରିଛନ୍ତି ରାଜସ୍ଥାନ କ୍ୟାଡର ଆଇଏଏସ ଅଧିକାରୀ ରାମ ପ୍ରକାଶ । ଟ୍ୱିଟରରେ ଯେବେ ରାମ ପ୍ରକାଶ ନିଜ ପିଲା…