ନଗର ପାଳିକା ଅଧିକାରୀଙ୍କୁ ପ୍ଲାଷ୍ଟିକରେ ଫୁଲଦାନୀ ଦେବା ପଡିଲା ମହଙ୍ଗା, ଲାଗିଲା ୫ହଜାର ଜରିମାନା
ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ନଗର ପାଳିକା ଅଧିକାରୀ ନୂଆ କମିସନରଙ୍କୁ ପ୍ଲାଷ୍ଟିକ୍ ରେ ଫୁଲଦାନୀ ନେବା ଭାରି ପଡିଛି। କମିସନର ପ୍ଲାଷ୍ଟିକ ବ୍ଯବହାର କରିବା ନେଇ ଅଧିକାରୀ ୫ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତ ସୋମବାର ଦିନ ଆଇଏଏସ ଅଦିକାରୀ ଆସ୍ତିକ କୁମାର…