Browsing Tag

ias officers

ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ନିଯୁକ୍ତ ହେଲେ ୬ ଜଣ ଆଇଏଏସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ପାଇଁ ୬ ଜଣ ଆଇଏଏସ୍‌ ନିଯୁକ୍ତ । ଅତିରକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ପାହ୍ୟାର ୬ ଜଣ ଅଧିକାରୀ ବିଏମ୍‌ସର ତିନିଟି ଜୋନ୍‌ ଦାୟିତ୍ୱରେ ରହିବେ । ରଞ୍ଜନା ଚୋପ୍ରା, ବିଷ୍ଣୁପଦ ସେଠୀ, ଏସ୍‌କେ ଲୋହାନୀ, ଶାଶ୍ୱତ ମିଶ୍ର, ଅଶୋକ କୁମାର ମୀନା…

ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ବ

ଭୁବନେଶ୍ବର(କେନ୍ୟୁଜ୍) : ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ। ଜଙ୍ଗଲ ଓ ପରବେଶ ସଚିବ ସୁରେଶ ମହାପାତ୍ର ହେଲେ ଉନ୍ନୟନ କମିଶନର। ଏହାସହ ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ବଦଳିଲା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…