Browsing Tag

IAS officers dealing with flood

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୬ IASଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ପରେ ଏବେ ବନ୍ୟା ପରିସ୍ଥିତି। ଯାହାର ମୁକାବିଲା ପାଇଁ ୬ IASଙ୍କୁ ଦିଆଯାଇଛି ଦାୟିତ୍ୱ । IAS ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । IAS ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଡି.କେ ସିଂଙ୍କୁ କଟକ…