Browsing Tag

ias reshuffle

ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଆଇଏଏସ୍‌ ସ୍ତରରେ ଅଦଳବଦଳ । ଅରବିନ୍ଦ ପାଢ଼ୀ ହେଲେ କୃଷି ସଚିବ । ସେ ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ଦାୟିତ୍ୱ ବି ତୁଲାଇବେ । ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅଓ୍ଵସ୍ତି ଏସ୍‌. ହେଲେ ଗଣଶିକ୍ଷା ସଚିବ । ସଞ୍ଜୟ କୁମାର ସିଂ…

୩ ମହାନଗର କମିଶନରଙ୍କୁ ବଦଳି କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ୩ ମହାନଗର ନିଗମ କମିଶନର। ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ପାଇଁ ନୂଆ କମିଶନରଙ୍କୁ ନିଯୁକ୍ତି ମିଳିଛି । ବିଏମ୍‌ସି କମିଶନର ହେଲେ ବିଜୟ ଅମୃତ କୁଲାଙ୍ଗେ । ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ। ସେହିପରି ସିଏମ୍‌ସି କମିଶନର ଭାବରେ ନିଖିଲ ପଓ୍ଵନ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କିଏ କେଉଁଠାକୁ ହେଲେ ବଦଳି

କେନ୍ୟୁଜ୍(ବ୍ୟୁରୋ):  ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହେଲେ ଭୁବନେଶ୍ବର ମ୍ୟୁନିସପାଲ କର୍ପରେସନର କମିଶନର । ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମ ଜିଲ୍ଲାପାଳ…

ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବରିଷ୍ଠ IAS ବୀର ବିକ୍ରମ ଯାଦବ

ଭୁବନେଶ୍ୱର(କେନ୍ୟୁଜ୍): ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ । ବରିଷ୍ଠ IAS ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,  ସେ…

ଓଡିଶାର ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି

ଭୁବନେଶ୍ବର(କେନ୍ୟୁଜ୍): ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି। ୧୯୯୧ ବ୍ୟାଚର ୪ ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଆରୋରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ହୋଇଛି। ତେବେ ବର୍ତ୍ତମାନ ସେମାନେ କାର୍ଯ୍ୟ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କିଏ କେଉଁଠିକି ଗଲେ

ଭୁବନେଶ୍ୱର଼(କେ ନ୍ୟୁଜ): ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ପ୍ରେମଚନ୍ଦ୍ର ଚୌଧୁରୀ ହେଲେ WODCର ସିଇଓ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ଡ. ୱାଇ ବିଜୟ । ତାଙ୍କ ସ୍ଥାନରେ ବିଶାଲ ସିଂକୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ମୋନୀଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ…

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ଏହା ସହ ଶ୍ରୀ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ବଲୱନ୍ତ ସିଂ ହେଲେ ଓଡ଼ିଶା…

ରାଜ୍ୟ ପ୍ରଶାସନିକ ସ୍ତରରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କେଉଁ ଜିଲ୍ଲାପାଳ କେଉଁଠାକୁ ବଦଳି ହେଲେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳ ବଦଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସ୍ୱତନ୍ତ୍ର ପ୍ରକଳ୍ପ, ପିଆର ଏବଂ ଡିବ୍ଲୁ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ।…

ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି…

IAS ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

IAS ସ୍ତରରେ ଅଦଳବଦଳ । ଗ୍ରାମ୍ୟ ଉନ୍ନୟନ ସଚିବ ହୋଇଛନ୍ତି ପ୍ରଦୀପ ଜେନା । ପ୍ରଦୀପଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଅତିରିକ୍ତ ଦାୟିତ୍ୱ ମିଳିଛି । ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଭାବେ ଦାୟିତ୍ୱ ମିଳିଛି । ସଞ୍ଜିବ ଚୋପ୍ରା ଗୃହ ସଚିବ ଭାବେ ନିଯୁକ୍ତି ମିଳିଛି । ତାଙ୍କୁ…

ଆଗକୁ ସାଧାରଣ ନିର୍ବାଚନ, ରାଜ୍ୟ ପ୍ରଶାସନରେ ବଡ଼ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ

କିଏ ହେବେ ରାଜ୍ୟ ଗୃହ ବିଭାଗର ନୂଆ ସଚିବ ? ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। ଏବେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କୁ ଗୃହ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଆଇନଶୃଙ୍ଖଳା…

କାଲି ଅବସର ନେବେ ଆର.ବାଲକ୍ରିଷ୍ଣନ୍‌, କିଏ ହେବେ ପରବର୍ତ୍ତୀ ଉନ୍ନୟନ କମିଶନର ?

ଭୁବନେଶ୍ବର : ଅବସର ଗ୍ରହଣ କରୁଛନ୍ତି ବରିଷ୍ଠ ଆଇଏଏସ ଅଫିସର ତଥା ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ । ତାଙ୍କ ସହ ବରିଷ୍ଠ ଆଇଏଏସ ଅଧିକାରୀ ତଥା ୧୯୮୫ ବ୍ୟାଚର ଅଫିସର ସଂଗ୍ରାମ ମିଶ୍ର ମଧ୍ୟ ଅବସର ନେବେ । ୧୯୮୪ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଆର.ବାଲକ୍ରିଷ୍ଣନ । ସେହିପରି ୧୯୮୪ ବ୍ୟାଚର…