ରାସ୍ତାକଡ଼ରେ ବସି ନିକିତି ଧରି ଗ୍ରାହକଙ୍କୁ ପରିବା ବିକିଲେ IAS ଅଫିସର
ରାସ୍ତାକଡ଼ରେ ନିକିତି ଧରି ପରିବା ବିକ୍ରି କଲେ ଆଇଏଏସ ଅଧିକାରୀ | ଏକଦମ୍ ବେପାରୀଙ୍କ ଭଳି ନିକିତି ଧରି ପରିବା ଓଜନ କରି ଗ୍ରାହକଙ୍କୁ ବଢ଼ାଇ ଦେଉଛନ୍ତି। ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏ ଭାଇରାଲ ଫଟୋ ଦେଖି ଆପଣ ଦ୍ୱନ୍ଦ୍ୱରେ ପଡିଯାଇଥିବେ ନିଶ୍ଚୟ।…