Browsing Tag

ib river

ସୁନ୍ଦରଗଡ଼: ବିଭତ୍ସ ହତ୍ୟାକାଣ୍ଡ, ଇବ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର

ସୁନ୍ଦରଗଡ(କେନ୍ୟୁଜ୍): ସଦର ଥାନା ବନ୍ଧପାଲି ନିକଟସ୍ଥ ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ସଂପୃକ୍ତ ଯୁବକଙ୍କ କଟା ମୁଣ୍ଡ ଓ ଗୋଟିଏ ଗୋଡ ଉଦ୍ଧାର କରାଯାଇଛି। ଆଜି ସକାଳେ ପାଣି ଭିତରୁ ଏକ ହାତ ଓ ଏକ ଗୋଡକୁ ଉଦ୍ଧାର କରାଯାଇଛି। ମୃତକ ଜଣକ…