IBPS ପକ୍ଷରୁ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ସହିତ ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ
IBPS ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆଇବିପିଏସର ଅଧିକାରକ ୱେବସାଇଟ ibps.in ମାଧ୍ୟମରେ ଆବେଦନ କରିପାରିବେ। ଏଥିରେ ଆବେଦନ କରିବା ପାଇଁ ଶେଷ ତାରିଖ ୧୪ ଅକ୍ଟୋବର ରହିଛି।
ନୋଟିଫିକେସନ ମୁତାବକ, ଏଠାରେ ଖାଲିପଡିଥିବା ପଦବୀ ମଧ୍ୟରେ…