IBPS ଅଧୀନରେ ୮୧୦୬ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ
ଆଇବିପିଏସ୍ ପକ୍ଷରୁ ଅଫିସ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଇବିପିଏସ୍ର ଅଫିସିଆଲ ସାଇଟ୍ibps.inକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ ଜୁନ ୭ ତାରିଖରୁ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି…