Browsing Tag

ibrahim ali khan and palak tiwari

ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ଙ୍କ ସହ ଡିନର ଡେଟ୍‌ରେ ପଲକ ତିଓ୍ଵାରୀ, କ୍ୟାମେରା ଦେଖି ମୁହଁ ଲୁଚାଇଲେ; ଦେଖନ୍ତୁ ଭିଡିଓ

ବଲିଉଡ୍‌ରେ କେତେବେଳେ କାହାକୁ କାହା ସହ ପ୍ରେମ ହୋଇଯିବ, ତାହା କେହି ଜାଣନ୍ତି ନାହିଁ। ସେହିପରି କେବେ କିଏ କାହାକୁ ଡେଟ୍‌ କରୁଛି ତାହା ବି କହିବା ଏକ ପ୍ରକାର ଅସମ୍ଭବ। ଗତ କିଛି ଦିନ ହେଲା ଏକାଧିକ ନୂଆ କପଲ ସାମ୍ନାକୁ ଆସୁଛନ୍ତି। ତେବେ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାଁ ଯୋଡ଼ି…