Browsing Tag

icc award 2020

ଆଇସିସି ଆଓ୍ଵାର୍ଡ଼ ୨୦୨୦, ଦଶନ୍ଧିର ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନି

ମୁମ୍ବାଇ : ଚାଲିଛି ଆଇସିସି ପୁରସ୍କାର ୨୦୨୦ର ଘୋଷଣା । ଗତ ଦଶନ୍ଧିର ଶ୍ରେଷ୍ଠ କିଏ ତାର ତାଲିକା ପ୍ରକାଶ ପାଇଛି । ଏଥିରେ ଅଧିକ ରହିଛି ଭାରତୀୟ ଖେଳାଳିଙ୍କ ନାମ । ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ କୁହାଯାଉଥିବା ମହେନ୍ଦ୍ର ସିଂହ ଧୋନି ଦିନିକିଆ ଏବଂ ଟି-୨୦ର ଶ୍ରେଷ୍ଠ ଅଧିନାୟକ ଭାବେ…