Browsing Tag

icc new rules

ICCର ନୂଆ ନିୟମ, ୧୫ ବର୍ଷରୁ କମ ବୟସର କ୍ରିକେଟର ଖେଳିପାରିବେ ନାହିଁ ଆନ୍ତର୍ଜାତିକ ମ୍ୟାଚ

ଆନ୍ତର୍ଜାତିକ କ୍ରିକେଟ୍‌କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି ଆଇସିସି । ବୋର୍ଡ ପକ୍ଷରୁ ନିଆଯାଇ ଥିବା ନୂଆ ପଦକ୍ଷେପ ଅନୁଯାୟୀ ୧୫ ବର୍ଷ ବୟସରୁ କମ ଖେଳାଳି ମାନେ ଆଉ ଆନ୍ତର୍ଜାତିକ ମ୍ୟାଚ ଖେଳିପାରିବେ ନାହିଁ । ଏହି ବୟସରୁ କମ ବୟସର ଖେଳାଳିଙ୍କୁ ଅଯୋଗ୍ୟ ବିବେଚିତ କରାଯିବ । ଯୁବ ଖେଳାଳି…