ଆଗାମୀ ବିଶ୍ବକପ ଖେଳିବ ୧୪ଟି ଟିମ, ଫ୍ଯାନଙ୍କୁ ମିଳିବ ଚାମ୍ପିଅନ ଟ୍ରଫି ଦେଖିବାର ମଜା
ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵକପ୍କୁ ନେଇ କିଛି ବଡ ଘୋଷଣା କରିଛି। ଏଥିସହ ୨୦୨୩-୩୧ ମଧ୍ୟରେ ବିଶ୍ଵ କ୍ରିକେଟ୍ର କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛି। ୨୦୨୭ ଓ ୨୦୩୧ ବିଶ୍ଵ କପ୍ରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏହାସହ ପୁଣି ଥରେ କ୍ରିକେଟ୍ ପ୍ରଶଂସକଙ୍କୁ ଚାମ୍ପିଅନ୍ସ…