ବାରବାଟୀରେ ହେବ ଟି-୨୦ ମ୍ୟାଚ୍ ! ଓସିଏ ସଂପାଦକ ଦେଲେ ସୂଚନା
ଓଡିଶା କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ମୁକାବିଲା। ଜୁନ ମାସରେ ହୋଇପାରେ ଟି-୨୦ ମ୍ୟାଚ୍ । ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ କଥା ହୋଇଥିବା କହିଛନ୍ତି ।
ଏନେଇ ବିସିସିଆଇ…