Browsing Tag

ICC T-20 world cup

ଟ୍ରଫି ଜିତିବା ଖୁସି ସୀମା ଟପି ଗଲା, ଭିଡିଓ ଦେଖିଲେ ଆପଣ ବି କହିବେ ପାଗଳ ହୋଇଗଲାକି ଅଷ୍ଟ୍ରେଲିଆ ଟିମ୍‌ !

ରବିବାର ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‌ ଫାଇନାଲ ଜିତିବା ପରେ ଜବରଦସ୍ତ ସେଲିବ୍ରେସନ କରିଥିଲେ। କଙ୍ଗାରୁ ଟିମ୍‌ ବିଶ୍ୱକପ୍‌ ଟ୍ରଫି ଏବଂ ମେଡାଲ ଗ୍ରହଣ କରିବା ପରେ ଡ୍ରେସିଂ ରୁମରେବିୟର ବୋତଲ ଖୋଲି ଖେଳାଳିମାନେ ଡ୍ୟାନ୍ସ କରିଥିଲେ। ଏହା ମଧ୍ୟରେ କିଛି ଖେଳାଳି ଜୋତା ମଧ୍ୟରେ ବିୟର ଢାଳି…

ନାମିବ୍ୟା ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍‌କୁ ମୁଣ୍ଡରେ ଛୁଇଁଲେ ଋଷଭ ପନ୍ତ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆର ଓ୍ଵିକେଟକିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନାମିବ୍ୟା ବିପକ୍ଷ ମ୍ୟାଚରେ ବ୍ୟାଟକୁ ନେଇ ଏମିତି ସମ୍ମାନ ଦେଖାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ନାମିବ୍ୟା ବ୍ୟାଟ୍ସମ୍ୟାନ ରନ ନେବା ବେଳେ ବ୍ୟାଟକୁ ଡାଇଭ ମାରିବା ସମୟରେ ବ୍ୟାଟିଟି ପନ୍ତଙ୍କ ଗୋଡ ତଳେ…

ଆଫଗାନିସ୍ତାନ ଟିମ୍‌ ପାଇଁ ପ୍ରାର୍ଥନା କରିବ ଟିମ୍‌ ଇଣ୍ଡିଆ, ଆଫଗାନିସ୍ତାନର ବିଜୟ ଟିମ୍‌ ଇଣ୍ଡିଆର କରିବ ପଥ ପରିଷ୍କାର

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଆଜି ପରସ୍ପରକୁ ଟକ୍କର ଦେବେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ । ଏହି ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱ କ୍ରିକେଟ୍‌ପ୍ରେମୀଙ୍କ ନଜର । ଗୋଟିଏ ମ୍ୟାଚ୍‌ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ବିଶେଷ କରି ଭାରତୀୟ ସମର୍ଥକ ଏହି ମ୍ୟାଚ୍‌କୁ ଉତ୍ସୁକତାର ସହ…

ଆଜି ସ୍କଟଲାଣ୍ଡକୁ ଭେଟିବ ଭାରତ, ସ୍କଟଲାଣ୍ଡକୁ ବଡ ବ୍ୟବଧାନରେ ହରାଇବାର ଯୋଜନାରେ ରହିଛି ଟିମ୍‌ ଇଣ୍ଡିଆ

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨)ରେ ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ । ସଂଧ୍ୟା ୭ ଟା ୩୦ରେ ଦୁବାଇରେ ଖେଳାଯିବ ମ୍ୟାଚ୍। ଆଫଗାନିସ୍ତାନକୁ ହରାଇବା ଭଳି ବଡ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇବାର ଯୋଜନାରେ ରହିଛି ଭାରତ । ଆଉ ତା’ ପରେ ହିଁ ଭାରତ ସେମିଫାଇନାଲକୁ…

ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ବ୍ରାଭୋ, ବିଶ୍ୱକପ୍‌ ସରିବା ପରେ ଅବସର

ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡେ୍ଵନ ବ୍ରାଭୋ । ଟି ୨୦ ବିଶ୍ୱକପ ପରେ ଅବସର ନେବେ ବ୍ରାଭୋ । ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍‌ ବାହାରିଯିବା ପରେ ବ୍ରାଭୋ ଏଭଳି ନିଷ୍ପତ୍ତି ନେଇଛନ୍ତି । ଶେଷ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କା ଠାରୁ ହାରିଛି…

ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ମ୍ୟାଚ, ଜିତିବାକୁ ପଡିବ ମ୍ୟାଚ ନହେଲେ..

ଆଇସିସି ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ। ପୂର୍ବରୁ ୨ଟି ମ୍ୟାଚ ହାରିବା ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଆସନ୍ତାକାଲି ମ୍ୟାଚ ଜିତିବାକୁ ପଡିବ। ଏହା ମଧ୍ୟରେ ଜବରଦସ୍ତ ଫର୍ମରେ ରହିଛି ଆଫଗାନିସ୍ତାନ ଟିମ୍‌। ୨୪ ଅକ୍ଟୋବରରେ…

କୋହଲି କ୍ୟାମ୍ପ ପାଇଁ ବାଜି ପଲଟିବ କି ? ନ୍ୟୁଜିଲାଣ୍ଡକୁ ମାତ ଦେବା ପାଇଁ ନୂଆ ପ୍ଲାନ୍‌ କରିଛି ଟିମ୍‌ ଇଣ୍ଡିଆ

ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ…

ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ମ୍ୟାଚ୍‌, ଯିଏ ଜିତିବ ସେ ସେମିରେ ଏଣ୍ଟ୍ରି ମାରିବ

ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ୍‌ ମୁକାବିଲା । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ପ୍ରଥମ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ହରିବା ପରେ ଭାରତ ଚିନ୍ତାରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ହାର ଗ୍ରହଣ କରିସାରିଛି।…

ଭାରତରେ ନୁହେଁ, ୟୁଏଇ ଓ ଓମାନରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍

କେନ୍ଯୁଜ୍: ଭାରତରେ ନୁହେଁ, ୟୁଏଇ ଓ ଓମାନରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ । ଆଇସିସି ଟି-୨୦ ବିଶ୍ୱକପ ଭାରତରେ ଖେଳାଯିବାର ଥିଲା ହେଲେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୟୁଏଇ ସ୍ଥାନାନ୍ତର କରାଯାଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇରେ ଆରମ୍ଭ ହେବ ।ଏଥିରେ ୧୬ଟି ଟିମ୍‌ ଅଂଶଗ୍ରହଣ…

ଆସନ୍ତା ମେ ୨୮ ତାରିଖରେ ଭିଡିଓ କନଫରେନସିଂ ଜରିଆରେ ବସିବ ଆଇସିସି ବୈଠକ, T 20 ବିଶ୍ୱକପକୁ ନେଇ ନିଆଯିବ ନିଷ୍ପତ୍ତି

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ବା ଆଇସିସି କମିଟି ଆସନ୍ତା ମେ ୨୮ ତାରିଖରେ ଭିଡିଓ ଜରିଆରେ ଏକ ମିଟିଂ ଆୟୋଜନ କରିବାକୁ ଯାଉଛି । ଅନୁଷ୍ଠିତ ହେବାକୁ ଥିବା ଏହି ମିଟିଙ୍ଗରେ ଅନ୍ୟାନ ଆଲୋଚନା ସହ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା T 20 ବିଶ୍ୱକପକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି…