Browsing Tag

icc T20 world cup

ଟି-୨୦ ବିଶ୍ୱକପ୍‌ରେ ଇଣ୍ଡିଆ ଟିମ୍‌ରେ ବିରାଟ କୋହଲିଙ୍କୁ ନେବା ଠିକ୍‌ ହେବନି: ବୀରେନ୍ଦ୍ର ସେହବାଗ୍‌

ଏବେ କ୍ରିକେଟ୍‌ରେ ଭାରତର ପ୍ରଦର୍ଶନ ଏତେ ଟା ଭଲ ରହୁନାହିଁ। ଗତବର୍ଷ ଖେଳାଯାଇଥିବା ଟି୨୦ ବିଶ୍ୱ କପ୍‌ରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବେଶ୍‌ ନିରାଶା ଜନକ ରହିଥିଲା। କିନ୍ତୁ ଚଳିତବର୍ଷ ହେବାକୁ ଥିବା ଟି ୨୦ ବିଶ୍ୱ କପ୍‌ରେ ଟିମ୍‌ ଇଣ୍ଡିଆ ନୂଆ କ୍ୟାପ୍‌ଟେନ୍‌ ଓ ନୂଆ କୋଚ୍‌ଙ୍କ ସହ ପଡ଼ିଆକୁ…

‘ମ୍ୟାଚ୍‌ ଜିତାଇ ଚାଲିଗଲେ…’ ଟି-୨୦ରେ କ୍ୟାପ୍‌ଟେନ୍‌ କୋହଲିଙ୍କୁ ବିଜୟୀ ବିଦାୟ; ଇମୋସନାଲ ହେଲେ ଫ୍ୟାନ୍‌

ଟି-୨୦ ବିଶ୍ୱକପ୍‌ରେ ଭାରତ ସୋମବାର ନିଜ ଶେଷ ମ୍ୟାଚ୍‌ ଖେଳିଛି ଓ ନାମିବିଆ ବିପକ୍ଷରେ ବିଜୟ ଲାଭ କରିଛି। ଟି-୨୦ ଫର୍ମାଟରେ କ୍ୟାପ୍‌ଟେନ୍‌ ଭାବେ ବିରାଟ କୋହଲିଙ୍କର ମଧ୍ୟ ଏହା ଶେଷ ମ୍ୟାଚ୍‌ ଥିଲା, ଯେଉଁଥିରେ ସେ ବିଜୟ ଲାଭ କରିଛନ୍ତି। ଭାରତୀୟ ଟିମ୍‌ ଟି-୨୦ ବିଶ୍ୱ କପ୍‌ ଜିତି ନଥିଲେ ମଧ୍ୟ…

ଟି-୨୦ ର‍୍ୟାଙ୍କିଙ୍ଗ୍‌: ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ହେଲେ ବାବର ଆଜମ୍‌, ୫ମରେ ରହିଲେ କୋହଲି

ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ର‍୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ ୮୩୪ ରେଟିଙ୍ଗ୍‌ ସହିତ ନମ୍ବର ୧ ସ୍ଥାନକୁ ଆସି ଯାଇଛନ୍ତି। ସେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଡେଭିଡ୍‌ ମଲାନଙ୍କୁ ପଛରେ ପକାଇଛନ୍ତି। ସେପଟେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୫ମ ଏବଂ ଆଗଧାଡ଼ିର…

ପାକିସ୍ତାନର ହ୍ୟାଟ୍ରିକ ବିଜୟ, ପୁଣି ଆଣ୍ଠେଇଲା ଆଫଗାନିସ୍ତାନ

ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପରେ ଶୁକ୍ରବାର ଆଫଗାନିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରି ପାକିସ୍ତାନ ହ୍ୟାଟ୍ରିକ୍ ବିଜୟ ହାସିଲ କରିସାରିଛି। ପୂର୍ବରୁ ଭାରତ ଏବଂ ନ୍ୟୁଜିଲାଣ୍ଡକୁ ହରାଇବା ଯୋଗୁଁ ପାକିସ୍ତାନର ଆତ୍ମବିଶ୍ୱାସ ଦୃଢ ରହିଥିଲା। ତେଣୁ ଆଫଗାନିସ୍ତାନ ବିଜୟ ହାସିଲ କରି ହ୍ୟାଟ୍ରିକ…

ଟି-୨୦ ବିଶ୍ବକପ୍ ପାଇଁ ନ୍ଯୁଜଲାଣ୍ଡ ଟିମ୍ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ମାସ ସମୟ ରହିଛି। ବିଶ୍ବକପ୍ ପାଇଁ ସବୁ ଟିମ୍ ପ୍ରସ୍ତୁତ ମଧ୍ୟ ହୋଇଗଲେଣି। ନ୍ଯୁଜଲାଣ୍ଡ କ୍ରିକେଟ ଟିମ୍ ଆଇସିସି ଟି-୨୦ ବିଶ୍ବକପ୍ ୨୦୨୧ ପାଇଁ ଟିମ୍ ଘୋଷଣା କରିଛି। ୧୫ ଜଣିଆ ଟିମ୍କୁ ନେଇ ୟୁଏଇ ଏବଂ ଓମାନରେ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆୟୋଜିତ ହେବ।…