ନ୍ୟୁଜିଲାଣ୍ଡକୁ ହରାଇ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ରେ ପହଞ୍ଚିଲା ଭାରତୀୟ ମହିଳା ଦଳ
ମେଲବର୍ଣ୍ଣ : ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ଆଜି ଆଉ ଏକ ଦମ୍ଦାର ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ତାର ବିଜୟଧାରା ବଜାୟ ରଖିଥିବା ଭାରତ ଆଜି ନ୍ୟୁଜିଲାଣ୍ଡକୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୪ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଗ୍ରୁପ୍ ‘ଏ’ରୁ…