Browsing Tag

icc world cup

ICC ଟି-୨୦ ମହିଳା ୱାଲ୍ଡ କପରେ ବିଶ୍ବ ବିଜେତା ହେଲା ଅଷ୍ଟ୍ରେଲିଆ, ୯୯ ରନରେ ଅଲଆଉଟ ହେଲା ଭାରତ

କେନ୍ୟୁଜ୍(ବ୍ୟୁରୋ): ICC ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ । ଫାଇନାଲରେ ଭାରତକୁ ୮୫ ରନରେ ହରାଇ ୫ମ ଥର ପାଇଁ ବିଶ୍ୱ ବିଜେତା ହୋଇଛି କଙ୍ଗାରୁ ଦଳ । ୧୮୫ ରନ୍‌କୁ ଟାର୍ଗେଟ କରୁଥିବା ଭାରତୀୟ ମହିଳା ଦଳ ୧୯ ଦଶମିକ ୧ ଓଭରରେ ଅଲଆଉଟ ହୋଇଛି । ଭାରତ ପକ୍ଷରୁ ଦୀପ୍ତି…

ବିଶ୍ୱକପ୍ : ହାଇଭୋଲଟେଜ୍ ମୁକାବିଲାର ପ୍ରାରମ୍ଭ, ୧୧ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ କୋହଲି ଓ ଓ୍ଵିଲିୟମସନ୍‌

ଆସନ୍ତା ମଙ୍ଗଳବାର ବିଶ୍ୱକପ୍ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ପୁଣି ଥରେ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ଵିଲୟମସନ୍ । ୨୦୦୮ ଅଣ୍ଡର ୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ…

ପଏଣ୍ଟ ଟେବୁଲର ଶୀର୍ଷରେ ଟିମ୍ ଇଣ୍ଡିଆ, ସେମିଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା

ପଏଣ୍ଟ ଟେବୁଲର ବାଦଶାହ ହେଲା ଟିମ୍ ଇଣ୍ଡିଆ । ଶେଷ ଲିଗ୍ ମ୍ୟାଚ୍ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ବିରାଟ ବାହିନୀ । ଗତକାଲି ଟିମ୍ ଇଣ୍ଡିଆ ତାର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇବା ପରେ ଦଳର ପଏଣ୍ଟ ପହଞ୍ଚିଥିଲା ୧୫ରେ । ଏପଟେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା…

ଆଫଗାନିସ୍ତାନ ସାମ୍ନାରେ ୨୬୩ରନର ଟାର୍ଗେଟ ରଖିଲା ବାଂଲାଦେଶ

ଇଂଲଣ୍ଡ : ଆଜି ଆଇସିସି ବିଶ୍ବ କପ ୨୦୧୯ର ୩୧ତମ ମ୍ୟାଚ ସାଉଥମ୍ପଟନରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ଫିଲଡିଂ କରିବାର ନିର୍ଣ୍ଣୟ ନେଇଥିଲା। ଆଉଟଫିଲ୍ଡ ଓଦା ଥିବାରୁ ଆଜି ମ୍ୟାଚ ୧୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଲରାଉଣ୍ଡର…

ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା, ବିଜୟ ଶଙ୍କର ହେଲେ ଆହତ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ ଝଟକା । ଶିଖର ଧୱନ ଆହତ ହେବା ପରେ ଏବେ ପୁଣି ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ହେବା ଖବର ମିଳିଛି। ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଅଭ୍ଯାସ ମ୍ଯାଚ ସମୟରେ ବିଜୟ ଶଙ୍କର ଆହତ ହୋଇଛନ୍ତି। ବିଜୟ ଶଙ୍କର ନେଟ୍ସରେ…

ରଦ୍ଦ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦୁଇ ମ୍ୟାଚ ଜିତି ସାରିଛି। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏବଂ ଦ୍ବିତୀୟରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ହାସଲ କରିଛି ଭାରତ। ତେବେ ଆସନ୍ତାକାଲି  ଦିନ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବାକୁ ଯାଉଛି। କିନ୍ତୁ…

ପାକିସ୍ତାନ କଲା ବିଶ୍ବକପ ବିଜ୍ଞାପନରେ ଅଭିନନ୍ଦନଙ୍କର ଅବିକଳ ନକଲ, ଦେଖନ୍ତୁ ଭିଡିଓ

କ୍ରିକେଟ ହେଉବା ଅନ୍ଯ ଯେକୌଣସି ଖେଳ ସବୁବେଳେ ଭାରତ ଏବଂ ପାକିସ୍ତାନ ମୁକାବିଲାରେ ଦୁଇ ଦେଶରେ ଦେଖିବାକୁ ମିଳିଥାଏ ଉତ୍ସାହର ମାହୋଲ। ଏବେ ସାରା ଦୁନିଆରେ କ୍ରିକେଟ ବିଶ୍ବକପର ଫିବର ଚାଲିଥିବା ବେଳେ ଆଗକୁ ମୈଦାନ ସାମ୍ନାସାମ୍ନୀ ହେବାକୁ ଯାଉଛନ୍ତି ଭାରତ ଏବଂ ପାକିସ୍ତାନ। ତେବେ ଏହାକୁ ଅଧିକ…

ଲଗାତାର ଦ୍ବିତୀୟ ଦିନ ବର୍ଷା ପାଇଁ ବାତିଲ ହେଲା ଖେଳ, ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ରଦ୍ଧ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ର ୧୬ତମ ମ୍ଯାଚ୍ ଆଜି ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ବ୍ରିଷ୍ଟଲ ମୈଦାନରେ ହେବାକୁ ଥିଲା। କିନ୍ତୁ ଅନବରତ ବର୍ଷା କାରଣରୁ ମ୍ଯାଚକୁ ବାତିଲ କରିବାକୁ ପଡିଛି। ଦୀର୍ଘ ସମୟ ଧରି ବର୍ଷା ହେବା କାରଣରୁ ଟସ ମଧ୍ୟ କରାଯାଇନଥିଲା। ବାଂଲାଦେଶର ବିଶ୍ବକପରେ…

ଲଗାତାର ହାରିବା ପରେ ପ୍ରଥମ ବିଜୟ ପାଇଁ ଆଜି ଦକ୍ଷିଣ ଆଫ୍ରିକାର ପ୍ରୟାସ

ହାରିବାର ହାଟ୍ରିକ କରିସାରିଥିବା ଦକ୍ଷିଣ ଆଫ୍ରିକା ଆଜି ତାହାର ଚତୁର୍ଥ ମ୍ୟାଚ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାକୁ ଯାଉଛି। ଆଜି ଉଦ୍ଭୟ ଦଳ ରୋଜ୍ ବାଉଲ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ତେବେ ପ୍ରଥମ ତିନିଟି ମ୍ୟାଚରେ ଇଂଲଣ୍ଡ, ବାଂଲାଦେଶ ଏବଂ ଭାରତରୁ ହାରିବା ପରେ ଦକ୍ଷିଣ…

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ବାଂଲାଦେଶ, ଇଂଲଣ୍ଡ କଲା ଭଲ ଆରମ୍ଭ

ଆଇସିସି ବିଶ୍ବ କପ୍ ୨୦୧୯ରେ ଆଜିର ପ୍ରଥମ ମ୍ଯାଚରେ ସାମ୍ନାସାମ୍ନି ହୋଇଛନ୍ତି ବାଂଲାଦେଶ ଏବଂ ଇଂଲଣ୍ଡ। ବାଂଲାଦେଶର ଅଧିନାୟକ ମଶରଫେ ମୁତର୍ଜା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତି ଉତ୍ତରରେ ୧୨ ଓଭରରେ ୮୮ ରନ୍ କରିଛି ଇଂଲଣ୍ଡ। ଶେଷ ମ୍ଯାଚରେ ପରାସ୍ତ…

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ, ୧୦ରନରେ ୨ ୱିକେଟ୍

ବ୍ରିଷ୍ଟଲରେ ହେବାକୁ ଥିବା ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ। ଏହି ମ୍ୟାଚରେ ସମସ୍ତଙ୍କ ନଜର ଷ୍ଟିଭ ସ୍ମିଥ ଏବଂ ଡେବିଡ ୱିର୍ଣ୍ଣର ଉପରେ ରହିଛି। କହିବାକୁ ଗଲେ ଆଫଗାନିସ୍ତାନର ଆରମ୍ଭ ଖୁବ ଖରାପ ରହିଛି…

ବିଶ୍ୱକପ କ୍ରିକେଟ ପାଇଁ କାଲି ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ, କ୍ୟାପଟେନ୍ କୋହଲି କହିଲେ ସନ୍ତୁଳିତ ଟିମ୍‌

ବିଶ୍ୱକପ କ୍ରିକେଟ ପାଇଁ ଆସନ୍ତାକାଲି ସକାଳେ ଇଂଲଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ। କ୍ରିକେଟ ମହାକୁମ୍ଭରେ ଭାଗ ନେବାକୁ ଯିବା ପୂର୍ବରୁ ବିସିସିଆଇ ମୁଖ୍ୟାଳୟରେ କୋଚ୍‌ ରବି ଶାସ୍ତ୍ରୀ ଓ କ୍ୟାପଟେନ କୋହଲି ଦଳର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। କୋହଲି କହିଛନ୍ତି, ଟିମ୍‌ ଇଣ୍ଡିଆ ସନ୍ତୁଳିତ…