Browsing Tag

ICDS supervisor

ବଲାଙ୍ଗୀର: ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର

ବଲାଙ୍ଗୀର (କେନ୍ୟୁଜ): ୧୯ ହଜାର ୮ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର। ବଲାଙ୍ଗୀର ଜିଲ୍ଲା ଆଗଲପୁର ଆଇସିଡିଏସ ସୁପରଭାଇଜର କୁନି ନାଏକ। ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ନେଉଥିଲେ ଏହି ଲାଞ୍ଚ। ଅଙ୍ଗନବାଡ଼ି ସେଣ୍ଟର ଚଳାଇବା ପାଇଁ ମିଳୁଥିବା…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିନାପାଲି ବ୍ଲକ ICDS ସୁପରଭାଇଜର, ୮୦ହାଜର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ନୂଆପଡ଼ା(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ICDS ସୁପର ଭାଇଜର ହର୍ଷମନି ଦେଈ । ସାଗୁନଭାଡ଼ି ଗାଁର ୨ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଚାକିରୀ କରାଇଦେବା ପାଇଁ ୮୦ହାଜର ଟଙ୍କା ଲାଞ୍ଚ ନେବା ବେଳେ ସିନାପାଲି ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଗିରଫ କରିଛି ।…