ଖରାଦିନେ ବେଳେବେଳେ ପାଣିରେ ବରଫ ମିଶାଇ ଗାଧାନ୍ତୁ, ମିଳିବ ଏସବୁ ଫାଇଦା
ଆରମ୍ଭ ହୋଇଛି ଖରାଦିନ। ଏବେଠୁ ହିଁ ଦିନର ତାପମାତ୍ରା ୪୦ ଉପରେ ରହୁଛି। ଫଳରେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇପଡ଼ିଛି। ଏଭଳି ସ୍ଥିତିରେ ବାହାରୁ ଆସି ତୁରନ୍ତ ଏସିରେ ବସିଲେ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ଗରମରୁ ମୁକ୍ତି ପାଇଁ ଖରାଦିନେ ଆପଣ ସାଧାରଣ…