Browsing Tag

ice cream licking

ମହଙ୍ଗା ପଡ଼ିଲା ଆଇସ୍‌କ୍ରିମ୍‌ ଚାଟିବା, ମିଳିଲା ଜେଲ ଦଣ୍ଡାଦେଶ

ଆଇସ୍‌କ୍ରିମ୍‌ ଚାଟିବା ବି ଅପରାଧ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ସତ। ଆମେରିକାରେ ଏଭଳି ଏକ ଘଟଣା ଘଟିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ବ୍ୟକ୍ତିକୁ ଆଇସ୍‌କ୍ରିମ୍‌ ଚାଟିବା ଉପରେ ଦଣ୍ଡାଦେଶ ହୋଇଛି। ଏହି ଅପରାଧ ଯୋଗୁ ବ୍ୟକ୍ତିଙ୍କୁ ୩୦ ଦିନ ପାଇଁ ଜେଲ ହୋଇଛି।…