Browsing Tag

ice in moon

ଜହ୍ନରେ ବରଫର ସନ୍ଧାନ : ଭାରତର ଚନ୍ଦ୍ରଯାନ-୧ରୁ ସ୍ପଷ୍ଟ

ଜହ୍ନରେ ବରଫ । ଜହ୍ନର ଧୃବୀୟ ଅଞ୍ଚଳରେ ଥଣ୍ଡା ସହ ବରଫ ଜମି ରହିଥିବା ଭାରତର ଚନ୍ଦ୍ରଯାନ-୧ରୁ ଜଣାପଡ଼ିଛି । ଚନ୍ଦ୍ରଯାନ-୧ର ତଥ୍ୟକୁ ନାସା ବୈଜ୍ଞାନିକମାନେ ଗ୍ରହଣ କରିଛନ୍ତି । ଚନ୍ଦ୍ରଯାନ-୧କୁ ଭାରତ ୧୦ ବର୍ଷ ତଳେ ଚନ୍ଦ୍ରକୁ ପଠାଇଥିଲା । ଜହ୍ମର ପୋଲାର ଫିଲଡରେ ଥଣ୍ଡା ପାଣି ଜମି ରହି ବରଫ…