Browsing Tag

icici bank

HDFC ପରେ, ବର୍ତ୍ତମାନ ICICI ବ୍ୟାଙ୍କ ଦେଇଛି ବଡ଼ ଉପହାର, ଏହି ଗ୍ରାହକମାନେ ପାଇବେ ବହୁତ ଲାଭ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଫିକ୍ସଡ୍ ଜମା: ବରିଷ୍ଠ ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । HDFC ପରେ, ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ ବରିଷ୍ଠ ନାଗରିକମାନଙ୍କୁ ଆଶ୍ବସ୍ତି ଦେବାକୁ ଯାଉଛି। ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଏଫଡି ସ୍କିମ୍…

ICICI ବ୍ୟାଙ୍କ ଗ୍ରାହକଙ୍କୁ ବଡ ଝଟକା, ଏହି ଭୁଲ କଲେ ଦେବାକୁ ହେବ ୧୨୦୦ ଟଙ୍କା ଚାର୍ଜ

ଯଦି ଆପଣ ଆଇସିଆଇସିଆଇ ବ୍ୟାାଙ୍କର ଗ୍ରାହକ ତାହେଲେ ଏହି ଖବର ଆପଣଙ୍କ ପାଇଁ। ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ଏଠାରେ ଜାଣିନିଅନ୍ତୁ ବ୍ୟାଙ୍କ କେଉଁ ନିୟମରେ କରିଛି ପରିବର୍ତ୍ତନ। ବ୍ୟାଙ୍କ ଲେଟ୍‌ ପେମେଣ୍ଟ ଫିସରେ ଅନେକ ପରିବର୍ତ୍ତନ କରିଛି, ଯାହାର ସିଧା ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିବ।…

ICICI ବ୍ୟାଙ୍କର FD ଉପରେ ଲାଗିଲା ନୂଆ ସୁଧହାର, ଜାଣନ୍ତୁ ନୂଆ ଅପଡେଟ

ପ୍ରାଇଭେଟ ସେକ୍ଟର ଅଗ୍ରଣୀ ବ୍ୟାଙ୍କ ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କ ନିଜର ଫିକ୍ସ ଡିପୋଜିଟ ସ୍କିମକୁ ନେଇ ନୂଆ ନିୟମ ଲାଗୁ କରିଛି ।ଏହା ଆସନ୍ତା ୬ ତାରିଖରେ ଲାଗୁ ହେବାକୁ ଯାଉଛି । ଏହି ସମୟରେ ବ୍ୟାଙ୍କ ୭ ଦିନରୁ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ସ୍କିମ ଅଫର କରିଛି । ଏଥିପାଇଁ ପ୍ରଥମେ ବ୍ୟାଙ୍କ…

ICICI ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌, ପଦର ଦୁରୁପଯୋଗ କରି ହୋଇଥିଲେ ଗିରଫ

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ଜାମିନ୍‌। ଚନ୍ଦା କୋଚରଙ୍କୁ ପ୍ରୋବେସନ୍‌ ଅଫ୍‌ ମନି ଲଣ୍ଡଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ର ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କା ବଣ୍ଡରେ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ତୁରନ୍ତ ପାସପୋର୍ଟ ସରେଣ୍ଡର…

SBI, ICICI ଓ HDFC ହେଉଛନ୍ତି ସବୁଠାରୁ ମଜଭୁତ ବ୍ୟାଙ୍କ, କେବେ ବି ଦେବାଳିଆ ହେବେ ନାହିଁ: RBI

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(SBI), ଆଇସିଆଇସିଆଇ(ICICI) ଓ ଏଚ୍‌ଡିଏଫ୍‌ସି(HDFC) ବ୍ୟାଙ୍କ କେବେ ବି ବନ୍ଦ ହେବେ ନାହିଁ। ମଙ୍ଗଳବାର ଦିନ ଏଭଳି ବୟାନ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ଆରବିଆଇ କହିଛି ଯେ ଏହି ତିନୋଟି ବ୍ୟାଙ୍କ ଏତେ ବଡ଼ ଯେ ଏମାନେ କେବେ ବି ଡୁବିବେ ନାହିଁ କି ଦେବାଳିଆ…

ICICI ବ୍ୟାଙ୍କ ଗ୍ରାହକମାନଙ୍କୁ ଦେଲା ବଡ଼ ଉପହାର! ଫୋନକୁ ନ ଛୁଇଁ ବି ଆପଣ ଏହି ଉପାୟରେ କରିପାରିବେ ବ୍ୟାଙ୍କ ସହ ଜଡିତ…

ICICI ବ୍ୟାଙ୍କ ଆଜି ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି। କହି ରଖୁଛୁ, ବ୍ୟାଙ୍କ ସବୁବେଳେ ନିଜ ସିଷ୍ଟମରେ ପରିବର୍ତ୍ତନ କରୁଛି, ଯଦ୍ଦ୍ୱାରା ଗ୍ରାହକମାନେ କୌଣସି ବି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ। ବ୍ୟାଙ୍କ ନୂଆ ସର୍ଭିସ ଆରମ୍ଭ କରିଛି, ଏହା ଜରିଆରେ ଆପଣ ଫୋନକୁ ନ ଛୁଇଁ କେବଳ କଥା…

ICICI Bank ଆରମ୍ଭ କଲା ନୂଆ ସର୍ଭିସ, ଗ୍ରାହକ ହ୍ଵାଟ୍ସଆପରେ ହିଁ ପାଇପାରିବେ ଏହି ଜରୁରୀ ବ୍ୟାକିଂ ସେବା

ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ସୋମବାର ଏକ ନୂଆ ପ୍ରକାରର ବ୍ୟାକିଙ୍ଗ ସର୍ଭିସ ଆରମ୍ଭ କରିଛି। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ହ୍ଵାଟ୍ସଆପରେ ବ୍ୟାକିଂ ସେବା ଦେବାକୁ ଯାଉଛି। କାରୋନା ଭାଇରସ ଲକଡାଉନରେ ଯେପରି ଗ୍ରାହକଙ୍କୁ ଘରେ ହିଁ ସମସ୍ତ ବ୍ୟାକିଂ ସେବା ମିଳିପାରିବ ସେଥିପାଇଁ ବ୍ୟାଙ୍କ…

ଉମରକୋଟ ପୂଜାରୀଭରଣ୍ଡୀ ଗାଁର ଜଣେ ଦିନ ମଜୁରିଆଙ୍କୁ ଆୟକର ବିଭାଗର ନୋଟିସ୍‌, ବ୍ୟାଙ୍କ ଖାତାରେ ଏକ କୋଟି ୪୭ ଲକ୍ଷ…

ନବରଙ୍ଗପୁର: ଶ୍ରମିକଙ୍କ ପାଖକୁ ଆସିଲା ଆୟକର ବିଭାଗର ନୋଟିସ୍ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୂଜାରୀଭରଣ୍ଡୀ ଗାଁର ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ କାରବାର ହୋଇଛି ଏକ କୋଟି ୪୭ ଲକ୍ଷ ୫୭ ଟଙ୍କା । ଏହା ପରେ ୨ ଲକ୍ଷ ୬୦ ହଜାର ଟଙ୍କାର ନୋଟିସ୍ ପଠାଇଛି ଆୟକର ବିଭାଗ । ବର୍ଷକୁ ମାତ୍ର କେତେ…

ଏଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏବେ କାର୍ଡ ବିନା ବି ଟଙ୍କା ଉଠାଇପାରିବେ ଗ୍ରାହକ

ଏବେ ICICI Bank ନିଜ ଗ୍ରାହକଙ୍କ ପାଇଁ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବା ଭଳି ସେବା ଆରମ୍ଭ କରିଛି। ବ୍ୟାଙ୍କ ଏଥିପାଇଁ ନୂଆ କାର୍ଡଲେସ୍‌ ଓ୍ଵିଡ୍ରାଲ ସୁବିଧା ଆରମ୍ଭ କରିଛି। ଏହି ସେବା ଅନ୍ତର୍ଗତ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ICICI Bank ଏଟିଏମ୍‌ରୁ ବିନା ଡେବିଟ୍‌ କାର୍ଡରେ…

ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଦୁଇ ଦିନ ସପିଂ କଲେ ମିଳିବ ଆକର୍ଷକ ଡିସ୍‌କାଉଣ୍ଟ

ସବୁଠାରୁ ବଡ଼ ପ୍ରାଇଭେଟ୍‌ ସେକ୍ଟର ବ୍ୟାଙ୍କ ଆଇସିଆଇସିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ବିଶେଷ ଅଫର ଲଞ୍ଚ୍‌ କରିଛି। ଯଦି ଆପଣ ଆଇସିଆଇସିଆଇର ଗ୍ରାହକ ଓ ବ୍ୟାଙ୍କର ଡେବିଟ୍‌ ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ସୁବିଧାର ଲାଭ ଉଠାଇପାରିବେ। ICICI ବ୍ୟାଙ୍କ ଏବେ ଓ୍ଵିକ୍‌…

ବର୍ଷର ୩୬୫ ଦିନ ଖୋଲା ରହିଥାଏ ଏହି ବ୍ୟାଙ୍କ, ଦିନର କୌଣସି ସମୟରେ କରିପାରିବେ କାମ

ସାଧାରଣରେ ଯେବେ ବ୍ୟାଙ୍କ ଦୀର୍ଘ ଦିନ ପାଇଁ ବନ୍ଦ ରହିବା ନେଇ କୌଣସି ନୋଟିସ ଆସେ ଲୋକେ ନିଜ ନିଜର ବ୍ୟାଙ୍କ କାମ କେମିତି ଶୀଘ୍ର ଶେଷ କରିବେ ସେ ନେଇ ଲାଗିପଡନ୍ତି । ଏହି ସମୟରେ ବ୍ୟାଙ୍କ ଆଗରେ ନାହିଁ ନଥିବା ଭିଡ ଜମିଥିବା ମଧ୍ୟ ଦେଖିବାକୁ ମିଳେ । ଏମିତିକି ଆଗତୁରା ଲୋକେ କିଛି ନଗଦ ରାଶି…

‘Truecaller’ ରେ ଆସିଲା ବଡ଼ ତ୍ରୁଟି, ଆପେ ଆପେ ହେଉଛି ୟୁପିଆଇ ପେମେଣ୍ଟ ରେଜିଷ୍ଟ୍ରେଶନ

ମୋବାଇଲ୍ କଲର୍ସଙ୍କ ପରିଚୟ ଜଣାଉଥିବା ଆପ୍ ‘Truecaller’ ରେ ଏକ ବଗ୍(ତ୍ରୁଟି) ଆସିବା କାରଣରୁ ୟୁପିଆଇ ପେମେଣ୍ଟ ପାଇଁ ଆପେ ଆପେ ରେଜିଷ୍ଟ୍ରେଶନ ହୋଇଯାଉଛି। ଅନେକ ୟୁଜର ଏ ନେଇ ଅଭିଯୋଗ ଉଠାଇଛନ୍ତି। ୟୁଜରମାନଙ୍କ କହିବାନୁଯାୟୀ, ‘Truecaller’ ପକ୍ଷରୁ ସେମାନଙ୍କ ପାଖରୁ ଆଇସିଆଇସିଆଇ…