ଦସ୍ତଖତ ଅସଲି କିନ୍ତୁ ସୁନା ନକଲି: ଭୁବନେଶ୍ବର ICL ଫିନ୍କର୍ପ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ଗିରଫ
ଭୁବନେଶ୍ବର(କେନ୍ୟୁଜ୍): ଦସ୍ତଖତ ଅସଲି, ସୁନା ନକଲି । ବନ୍ଧା ହେଲା ଆଇ.ସି.ଏଲ ଫିନ କର୍ପ ଗୋଲ୍ଡ଼ ଲୋନ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ସଚ୍ଚିଦାନନ୍ଦ ସାମନ୍ତରାୟ । ଘର-ବ୍ରହ୍ମପୁର, ଶିକ୍ଷାଗତ ଯୋଗ୍ୟତା ଏମ୍କମ୍ । ୪ ଜଣ ଗ୍ରାହକଙ୍କ ଦସ୍ତଖତ ନେଇ ୮ ଲକ୍ଷରୁ ଅଧିକ ଟଙ୍କା କରିଥିଲା ଚଳୁ ।…