Browsing Tag

icmr

ସ୍ୱତନ୍ତ୍ର ମଶା: ଭାରତୀୟ ବୈଜ୍ଞାନିକ ଖୋଜିଲେ ଏମିତି ମଶା ଯାହା ଦୂର କରିବ ଡେଙ୍ଗୁ-ଚିକେନଗୁନିଆ ସଂକ୍ରମଣ

ବର୍ତ୍ତମାନ ଯେଉଁ ପ୍ରାଣୀ ରୋଗ ସୃଷ୍ଟି କରୁଥିଲା ସେ ଏବେ ଦୂର କରିବ ରୋଗ। ରୋଗ ବ୍ୟାପିବା ପରିବର୍ତ୍ତେ ଦୂର ହେବ ଏହି ଭୟଂକର ରୋଗ। ବର୍ଷା ଋତୁରେ ଡେଙ୍ଗୁ ଓ ଚିକେନ ଗୁନିଆ ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦେଶରେ ଡେଙ୍ଗୁ-ଚିକେନଗୁଆକୁ ନିୟନ୍ତ୍ରଣ କରିବା…

ଦେଶବାସୀଙ୍କୁ ଆଶ୍ୱସ୍ତି ଦେଲା ICMR, ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର

କେନ୍ୟୁଜ୍(ବ୍ୟୁରୋ): ଆଇସିଏମ୍‌ଆର୍‌ର ଆକଳନ ଆଣିଲା ଆଶ୍ୱସ୍ତି। ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର। ବିଭନ୍ନ ମଡ଼େଲକୁ ସମୀକ୍ଷା ଓ ବିଶ୍ଲେଷଣ କରିବା ପରେ ଆକଳନ କରିଛନ୍ତି ICMR ବିଶେଷଜ୍ଞ ଦଳ। ବିଶେଷଜ୍ଞଙ୍କ ଏଭଳି ଆକଳନ ଦେଶବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛି। ଦେଶରେ ତୃତୀୟ ଲହରର ସଂକ୍ରମଣ…

ଓମିକ୍ରନ୍‌ ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ମଜଭୁତ ରହେ ଇମ୍ୟୁନିଟି, ICMR ଦେଲା ବଡ଼ ସୂଚନା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ କରୋନା ସଂକ୍ରମଣ ପରେ ଇମ୍ୟୁନିଟି ସିଷ୍ଟମ୍‌ର ସ୍ଥିତିକୁ ନେଇ ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ନୂଆ ସୂଚନା…

କୋଭିସିଲ୍ଡ ଓ କୋଭାକ୍ସିନ୍‌ ନେଉଥିବା ଲୋକଙ୍କ ଶରୀରରେ ୨ ମାସ ପରେ କମୁଛି ଆଣ୍ଟିବଡି, ଚିନ୍ତା ବଢ଼ାଇଲା ନୂଆ ରିସର୍ଚ୍ଚ

କରୋନା ଭାଇରସ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଏବେ ସାରା ଦେଶରେ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଯାଏଁ ପାଖାପାଖି ୭୫ କୋଟି ଲୋକ ଟିକା ନେଇ ସାରିଲେଣି। ବର୍ଷ ଶେଷ ବେଳକୁ ସମସ୍ତେ କରୋନା ଟିକା ନେଇ ସାରିଥିବେ ବୋଲି ଆଶା କରାଯାଉଛି। ତେବେ ଇତି ମଧ୍ୟରେ ଟିକାକରଣକୁ ନେଇ ହୋଇଥିବା ଏକ…

ଭାରତୀୟ କୋଭାକ୍ସିନ ଜରିଆରେ ଦେଶ ହେବ କରୋନା ମୁକ୍ତ, ଏମ୍ସରେ ଆରମ୍ଭ ହୋଇଛି ଟ୍ରାୟଲ

ଆସନ୍ତା ଅଗଷ୍ଟ ୧୫ ତାରିଖରେ କରୋନା ମହାମାରୀକୁ ଦେଶରୁ ସମ୍ପୂୂର୍ଣ୍ଣ ରୂପେ ହଟାଇବାର ଚାଲିଛି ଯୋଜନା । ଭାରତର ସ୍ୱତନ୍ତ୍ରତା ଦିବସରେ କରୋନାର ଦେଶୀ ଭ୍ୟାକସିନ କୋଭାକ୍ସିନ ଲଞ୍ଚ ହେବାକୁ ଯାଉଛି । ଏହି ଭ୍ୟାକସିନ ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ଭାରତ…

ସେରୋ ସର୍ଭେ ପରେ ଆଇସିଏମଆର ଡିଜିଙ୍କ ପରାମର୍ଶ, ପିଲାଙ୍କଠାରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟ ନୁହେଁ । ପ୍ରଥମେ ଖୋଲୁ ପ୍ରାଥମିକ ବିଦ୍ୟାଳୟ । କାରଣ ପିଲାଙ୍କଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଦେଶବ୍ୟାପୀ କରାଯାଇଥିବା ସେରୋ ସର୍ଭେ ଅନୁସାରେ ପିଲାଙ୍କଠାରେ ଭୂତାଣୁ ମୁକାବିଲା କ୍ଷମତା ଅଧିକ । କିନ୍ତୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ…

ଆଇସିଏମଆର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାୟୋଟେକ୍‌, ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି…

କେନ୍ୟୁଜ ବ୍ୟୁରୋ : କରୋନା ଲଢେଇରେ ଆଉ ଏକ ଖୁସି ଖବର । ଭାରତରେ ଜରୁରୀ ବ୍ୟବହାର ପାଇଁ DCGIର ଅନୁମତି ଲୋଡ଼ିଲା ଭ୍ୟାକ୍ସିନ୍‌ କମ୍ପାନୀ ଭାରତ ବାୟୋଟେକ୍‌ । ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଆଇସିଏମ୍‌ଆରର ସହଭାଗିତାରେ କୋଭାକ୍ସିନ୍‌ ତିଆରି କରୁଛି ଭାରତ ବାଓଟେକ୍‌ ।…

ଏଠାରେ ଖାଲିପଡିଛି ସାଇଣ୍ଟିଷ୍ଟ ପଦବି, ୫ ଡିସେମ୍ବର ପର୍ଯ୍ଯନ୍ତ କରିପାରିବେ ଆବେଦନ

ଯଦି ଆପଣଙ୍କ ପାଖରେ ଏମବିବିଏସ୍, ଏମଡି, ଏମଏସ ଏବଂ ପିଏଚଡି ଡିଗ୍ରୀ ରହିଛି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହିସବୁ ଡିଗ୍ରୀ ରଖିଥିବା ପ୍ରାର୍ଥୀଙ୍କ ପାଇଁ ସାଇଣ୍ଟିଷ୍ଟ ଡି ଏବଂ ଇ ପଦରେ ଅନେକ ଚାକିରି ଖାଲିପଡିଛି। ଏହି ଚାକିରି କରିବା ପାଇଁ ଆପଣ ୫ ଡିସେମ୍ବର ପର୍ଯ୍ଯନ୍ତ ଆବେଦନ…

BCG ଟିକାକୁ ଗ୍ରୀନ୍‌ ସିଗନାଲ ଦେଲା ICMR, କରୋନା ସହ କରିବ କଡ଼ା ମୁକାବିଲା

ICMR ଗବେଷଣାରେ BCG ଭ୍ୟାକ୍‌ସିନ୍‌କୁ ମିଳିଲା ଗ୍ରୀନ୍‌ ସିଗନାଲ । କରୋନା ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ହେବ BCG ଭ୍ୟାକ୍‌ସିନ୍‌ । ICMR ଅନୁଯାୟୀ ଏହାର ପ୍ରଭାବ ବୟସ୍କଙ୍କ ଠାରେ ଅଧିକ ରହୁଥିବା ନଜର ଆସୁଛି । ୬୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହାର ସର୍ବାଧିକ ପ୍ରଭାବ ଦେଖାଯାଇଛି ।…

ଦେଶରେ ମୃତ୍ୟୁହାର ରୋକିବାରେ ବିଫଳ ପ୍ଲାଜମା ଥେରାପି: ICMR ଡ଼ିଜି

ଦେଶରେ ମୃତ୍ୟୁହାର ରୋକିପାରୁନି ପ୍ଲାଜମା ଥେରାପି । କୋଭିଡ୍‌-୧୯ ଭାଇରସରେ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁହାର ରୋକିବାରେ ପ୍ଲାଜମା ଥେରାପି ସେତେଟା ଲାଭଦାୟକ ହେଉନାହିଁ । ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଏହା କହିଛନ୍ତି । ICMR ଟିମ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ…

ପଶୁ ରକ୍ତ ବ୍ୟବହାର କରି ନୂଆ ତରିକାରେ ଆଇସିଏମଆର ବାହାର କଲା କରୋନା ଔଷଧ

କରୋନା ଭାଇରସର ପ୍ରକୋପ କମାଇବା ପାଇଁ ବିଶ୍ୱର ବିଭିନ୍ନ ବୈଜ୍ଞାନିକ ମାନେ ନୂଆ ନୂଆ ଟେକନିକ ଉପରେ ନିଜ ନିଜ ଗବେଷଣା ଜାରି ରଖିଛନ୍ତି ।ଶୀଘ୍ର ରୁ ଶୀଘ୍ର କେମିତି ଉପଯୁକ୍ତ ଭ୍ୟାକସିନ ଅବିସ୍କୃତ ହେବ ସେହି ଚେଷ୍ଟାରେ ଏବେ ବିଶ୍ୱର ଅନେକ ଦେଶ । କରୋନାକୁ ହରାଇବା ଦିଗରେ ଆଇସିଏମଆରକୁ ଏକ ସଫଳତା…

ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି ପ୍ରାୟ ୮୮ ନିୟୁତ ଲୋକ, ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ICMRର ସତର୍କତା

ନୂଆଦିଲ୍ଲୀ: ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ଆଇସିଏମ୍‌ଆରର ସତର୍କତା । ଦ୍ୱିତୀୟ ରିପୋର୍ଟରେ ଅଗଷ୍ଟର କରୋନା ସ୍ଥିତିକୁ ଦର୍ଶାଯାଇଛି । ଦେଶର ପ୍ରାୟ ୮୮ ନିୟୁତ ଲୋକ ଏହି ଜୀବାଣୁ ସଂସ୍ପର୍ଶରେ ଆସିଥାଇପାରନ୍ତି । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା…