Browsing Tag

icmr issues list

କରୋନା ମୁକାବିଲା : ସ୍ଥାପନ ହେଲା ୫୨ଟି ଯାଞ୍ଚକେନ୍ଦ୍ର ଏବଂ ୫୭ଟି ସହାୟକ ନମୁନା ସଂଗ୍ରହ କେନ୍ଦ୍ର

ସମଗ୍ର ଦୁନିଆରେ କରୋନା ନିଜର କାୟା ମେଲାଇ ଚାଲିଛି। ଏହି ଭାଇରସ ଏବେ ୯୬ ଟି ଦେଶରେ ବ୍ୟାପିବାରେ ଲାଗିଛି। ଏହି ଭାଇରସରେ ୩୪୬୬ ଲୋକ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଗଲାଣି। କରୋନା ମୁବାକିଲା ପାଇଁ ଭାରତ ସରକାର ଏବଂ ସମସ୍ତ ରାଜ୍ୟ ସରକାର ସ୍ୱତନ୍ତ୍ର…