ICMR ରେ ରିସର୍ଚ୍ଚ ସାଇଣ୍ଟିଷ୍ଟ ସହିତ ଖାଲିପଡିଛି କନସଲଟାଣ୍ଟ ପଦବୀ, ଦରମା ମାସକୁ ୭୦ ହଜାର ଟଙ୍କା
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ରେ କନସଲଟାଣ୍ଟ,ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟିଭ ସପୋର୍ଟ ସହିତ ଅନେକ ପଦବୀ ଖାଲି ପଡିଛି। ଏହି ଚାକିରି କରିବାକୁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଜଲଦି ଆବେଦନ କରନ୍ତୁ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୬ ସେପ୍ଟେମ୍ବର ୨୦୨୧ ରହିଛି।…