ଅନ୍ଲାଇନ୍ରେ ହେବନି CBSE, ICSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ପିଟିସନ୍କୁ SC ଙ୍କ ଖାରଜ
ସିବିଏସ୍ଇ ଓ ଆଇସିଏସ୍ଇର ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ହାଇବ୍ରିଡ୍ ମାଧ୍ୟମ ବା ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସୁପ୍ରିମ୍କୋର୍ଟ। ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ ସିବିଏସ୍ଇ ବୋର୍ଡ ପରୀକ୍ଷା ଏବେ ଆରମ୍ଭ…