Browsing Tag

ICSE ISC Board exam

ଲକଡାଉନରୁ ବାଦ ପଡିଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, କିଛି ସର୍ତ୍ତ ସହ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟ ବୋର୍ଡ, ICSE…

କେନ୍ୟୁଜ୍ (ବ୍ୟୁରୋ): ଲକଡାଉନରୁ ବାଦ ପଡିଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା। ଲକ୍‌ଡାଉନ କଟକଣା ପାଇଁ ସ୍ଥଗିତ ଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ । କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟ ବୋର୍ଡ, ICSE ଓ CBSE ପରୀକ୍ଷା ନେଇ କିଛି ସର୍ତ୍ତ ସହ ଅନୁମତି ଦେଇଛି। ପରୀକ୍ଷା କେନ୍ଦ୍ର…

ଶନିବାର-ରବିବାର ବି ଆୟୋଜିତ ହୋଇପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବାକି ପେପର୍ସର ପରୀକ୍ଷା, CISCE ଜାରିକଲା ନୋଟିସ

କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CISCE) ICSE ଏବଂ ISC ବୋର୍ଡ ପରୀକ୍ଷା 2020 ର ବାକି ପେପର୍ସ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ବୋର୍ଡ ଏହାର ଅଫିସିଆଲ୍ ବିବୃତ୍ତିରେ କହିଛି ଯେ ICSE (ଦଶମ ବୋର୍ଡ)ର ବାକି 6ଟି ପେପର ଓ ISC (ଦ୍ୱାଦଶ ଶ୍ରେଣୀ)ର ବାକି…

କରୋନା ପାଇଁ ଘୁଞ୍ଚିଲା ICSE ଓ ISC ବୋର୍ଡ ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

କରୋନା ଭାଇରସ କାରଣରୁ ମାର୍ଚ୍ଚ ୧୯ ରୁ ୩୧ ମଧ୍ୟରେ ହେବାକୁ ଥିବା ସମସ୍ତ ICSE ଓ ISC ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି । ତେବେ ସ୍ଥିତି ସୁଧାର ହେବା ପରେ ପୁଣିଥରେ ଏହି ତାରିଖ ଘୋଷଣା କରାଯିବ ବୋଲି କାଉନସିଲ ତରଫରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ସାରା ଦେଶରେ ବ୍ୟାପିଥିବା କରୋନା…