ଲକଡାଉନରୁ ବାଦ ପଡିଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, କିଛି ସର୍ତ୍ତ ସହ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟ ବୋର୍ଡ, ICSE…
କେନ୍ୟୁଜ୍ (ବ୍ୟୁରୋ): ଲକଡାଉନରୁ ବାଦ ପଡିଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା। ଲକ୍ଡାଉନ କଟକଣା ପାଇଁ ସ୍ଥଗିତ ଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ । କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟ ବୋର୍ଡ, ICSE ଓ CBSE ପରୀକ୍ଷା ନେଇ କିଛି ସର୍ତ୍ତ ସହ ଅନୁମତି ଦେଇଛି। ପରୀକ୍ଷା କେନ୍ଦ୍ର…