Browsing Tag

icu

ସିଡ଼ିରୁ ଖସି ପଡ଼ିଲେ ଲାଲୁ ପ୍ରସାଦ ଯାଦବ, ବେହୋସ୍‌ ଅବସ୍ଥାରେ ICUରେ ଭର୍ତ୍ତି…ଜାଣନ୍ତୁ ସ୍ୱାସ୍ଥ୍ୟାବସ୍ଥା

ରାଷ୍ଟ୍ରୀୟ ଜନତା ଦଳ (RJD) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଲାଲୁ ଯାଦବ ସିଡ଼ିରୁ ଖସି ପଡ଼ିବା ପରେ ତାଙ୍କ କାନ୍ଧରେ ଫ୍ରାକ୍ଚର ହୋଇଥିଲା।…

ଦୁଇ ରାତି ଆଇସିୟୁରେ ଥିଲେ ମହମ୍ମଦ ରିଜଓ୍ଵାନ, ସେମିଫାଇନାଲରେ ଦେଖାଇଲେ ଦମ୍‌ଦାର ପ୍ରଦର୍ଶନ; ପାକିସ୍ତାନ ହାରିଯିବା…

ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ପରେ ପାକିସ୍ତାନର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ଵାନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ମହମ୍ମଦ ରିଜଓ୍ଵାନ ଏକ ହସ୍ପିଟାଲର ଆଇସିୟୁ ବେଡ୍‌ରେ ଚିକିତ୍ସାରତ ଅବସ୍ଥାରେ ଶୋଇ ରହିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ଫିଲ୍ମ ନିର୍ଦ୍ଦେଶକ ନିିଶିକାନ୍ତ କାମତଙ୍କ ପରଲୋକ, ଲିଭର ସିରୋସିସ୍‌ ରୋଗରେ ପୀଡିତ ଥିଲେ

୨୦୨୦ ବଲିଉଡ ପାଇଁ ଅଶୁଭ ବର୍ଷ। ଫିଲ୍ମ ନିର୍ଦ୍ଦେଶକ ନିଶିକାନ୍ତ କାମତ(୫୦)ଙ୍କ ନିଧନ ହୋଇଛି। ଗତ କିଛି ଦିନ ହେବ ଲିଭର ସିରୋସିନ ରୋଗରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଦିନକୁ ଦିନ ତାଙ୍କ ଅବସ୍ଥା ଗମ୍ଭୀର ରହିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି…

ଅବହେଳାର ଚରମ ସୀମା, ଆଇସିୟୁରେ ବିଦ୍ୟୁତ କାଟ ଯୋଗୁଁ ବନ୍ଦ ହୋଇଗଲା ଭେଣ୍ଟିଲେଟର ଛଟପଟ ହୋଇ ମରିଗଲେ ମହିଳା

ଭାଗଲପୁରର ଜବାହରଲାଲ ନେହେରୁ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭେଣ୍ଟିଲେଟର ସାହାଯ୍ୟରେ ମହିଳାଙ୍କ ନିଶ୍ୱାସ ଚାଲୁଥିଲା । ଏହି ସମୟ ହଠାତ ବିଦ୍ୟୁତ୍ କଟିଗଲା ଏବଂ ଜେନେରେଟର କାମ କରିବା ବନ୍ଦ କରିଦେଲା । ତେବେ…

କଟକ ବଡ଼ମେଡିକାଲ ଆଇସିୟୁରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକ ସାହୁକୁ ଧରିଲା ପୋଲିସ

କଟକ(କେନ୍ୟଜ୍): ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା। ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା…

ଆଇସିୟୁରେ ଭର୍ତ୍ତି ମା’କୁ ବଞ୍ଚାଇବା ପାଇଁ ଶାହାରୁଖ ଆପଣାଇଥିଲେ ଏହି ଉପାୟ

ବଲିଉଡର କିଙ୍ଗଖାନ ଶାହାରୁଖ ତାଙ୍କ ମା’ଙ୍କୁ ବଞ୍ଚାଇବା ପାଇଁ ଏପରି ଉପାୟ ଆପଣାଇଥିଲେ, ଯାହାକୁ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ୧୫ବର୍ଷର ହୋଇଥିବା ବେଳେ ଶାହାରୁଖ୍ ଖାନଙ୍କ ବାପା ଦୁନିଆ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସମୟ ସହ ସେ ବାପାଙ୍କ ବିୟୋଗର ଦୁଃଖ ଭୁଲୁଥିବା ବେଳେ…