IDBI ବ୍ୟାଙ୍କରେ ଖାଲି ପଡ଼ିଛି ୧୩୪ଟି ପଦ, +୩ ପାସ୍ କରିଥିଲେ ଏବେ ହିଁ କରନ୍ତୁ ଆବେଦନ
IDBI ବ୍ୟାଙ୍କରେ ଖାଲି ପଡ଼ିଛି ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ୍ ଏ ସମେତ ୧୩୪ଟି ଅନ୍ୟ ପଦବୀ। ଏହି ପଦରେ ଚାକିରି ଚାହୁଁଥିବା ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରି ନିଯୁକ୍ତି ପାଇଁ ଶ୍ରେଣୀଭୁକ୍ତ ହୋଇପାରିବେ। ସ୍ପେଶାଲିଷ୍ଟ ଅଫିସର ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି।…