ଆପଣ ଅସଲି ଭାବି କିଣୁଥିବା କେସର ହୋଇପାରେ ନକଲି, ଏମିତି କରନ୍ତୁ ଚିହ୍ନଟ
କଶ୍ମୀରର ସୁନ୍ଦରତାକୁ ବଢ଼ାଇଥାଏ କେସର। ଏହା ଏକ ଦାମୀ ମସଲା ଅଟେ। ଏହାର ବ୍ୟବହାର ବିୟୁଟି ପ୍ରଡକ୍ଟସରେ ସୁନ୍ଦରତା ବଢ଼ାଇବା ପାଇଁ ଏବଂ କିଚେନରେ ଖାଦ୍ୟର ସ୍ବାଦ ଏବଂ ସୁଗନ୍ଧ ଆଣିବା ପାଇଁ କରାଯାଇଥାଏ। ଭାରତରେ କେସରକୁ ବ୍ରିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଉଛି। ଏହାକୁ ଚାଷ କରିବା…