ରାତିର ବଳକା ଭାତରେ ତିଆରି କରନ୍ତୁ ଇଡଲୀ, ଟେଷ୍ଟ ପୂରା ଅଲଗା ପ୍ରକାର
ଇଡଲୀ ଖାଇବାକୁ କୌଣସି ଟାଇମ୍ ନଥାଏ। ଏହାକୁ ଆପଣ ଚଟଣୀ ସହିତ ସକାଳ ଜଳଖିଆରେ କିମ୍ବା ସନ୍ଧ୍ୟା ଚା ସହିତ ଖାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ବଳକା ଭାତରେ କେମିକି ତିଆରି କରିବେ ଇଡଲୀ। ତେବେ ଜାଣନ୍ତୁ ପୂରା ରେସିପି ବିଷୟରେ।
ଆବଶ୍ୟକ ସାମଗ୍ରୀ
୨ କପ୍ ବଳକା ଭାତ
୧ କପ୍…