Browsing Tag

idli recipe

ରାତିର ବଳକା ଭାତରେ ତିଆରି କରନ୍ତୁ ଇଡଲୀ, ଟେଷ୍ଟ ପୂରା ଅଲଗା ପ୍ରକାର

ଇଡଲୀ ଖାଇବାକୁ କୌଣସି ଟାଇମ୍‌ ନଥାଏ। ଏହାକୁ ଆପଣ ଚଟଣୀ ସହିତ ସକାଳ ଜଳଖିଆରେ କିମ୍ବା ସନ୍ଧ୍ୟା ଚା ସହିତ ଖାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ବଳକା ଭାତରେ କେମିକି ତିଆରି କରିବେ ଇଡଲୀ। ତେବେ ଜାଣନ୍ତୁ ପୂରା ରେସିପି ବିଷୟରେ। ଆବଶ୍ୟକ ସାମଗ୍ରୀ ୨ କପ୍‌ ବଳକା ଭାତ ୧ କପ୍‌…

World Idli Day : ଜାଣନ୍ତୁ କେମିତି ସହଜରେ ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ସ୍ପଞ୍ଜୀ ଇଡଲୀ

ସାଧାରଣତଃ ଆପଣଙ୍କୁ ଲାଗୁଥିବ ଯେ ଇଡଲୀ ଦକ୍ଷୀଣ ଭାରତର ବ୍ୟଞ୍ଜନ ଆଟେ। କିନ୍ତୁ ଏହା ସତ ନୁହେଁ। ଇଡଲୀର ଇତିହାସ ବହୁ ପୁରାତନ ଅଟେ ଏହି ଡିସ ଇଣ୍ଡୋନେସିୟା ରୁ ଭାରତ ଆସିଥିଲା ଏବଂ ଦକ୍ଷୀଣ ଭାରତ ସମେତ ପୂରା ଦେଶର ସ୍ବାଦରେ ସାମିଲ ହୋଇଗଲା। ଏହା ଭାରତକୁ ୮୦୦ ରୁ ୧୨୦୦ ବର୍ଷ ପୂର୍ବେ ଆସିଥିଲା।…