ଯାଜପୁର: ସମିଆଁ ଗାଁକୁ ସାଂସଦ ଆଦର୍ଶ ପଞ୍ଚାୟତରେ ସାମିଲ, ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କଲେ ସାଂସଦ ଶର୍ମିଷ୍ଠା ସେଠୀ
ଯାଜପୁର(କେନ୍ୟୁଜ୍): ବଡ଼ଚଣା ବ୍ଲକ ଅନ୍ତର୍ଗତ ଆଦିବାସୀବହୁଳ ସମିଆଁ ଗ୍ରାମ ପଞ୍ଚାୟତକୁ ସରକାର ଗତ ୨୦୧୬ ମସିହାରେ ସାଂସଦ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କରିଥିଲେ। ତେବେ ଏହି ଯୋଜନା ସେବେ ଠାରୁ କାର୍ଯ୍ୟକାରୀ ହୋଇନଥିଲା। ତେବେ ଏହି ପଞ୍ଚାୟତକୁ ସାଂସଦ ଆଦର୍ଶ ପଞ୍ଚାୟତରେ ସାମିଲ କରାଯିବା ସହ…