Browsing Tag

idols of ram mandir stolen

ରାମ ମନ୍ଦିରରେ ଭରତ ଚୋର

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍‌) :  ରାମ ମନ୍ଦିରରୁ ଭରତ ଚୋରି କରିନେଇଛି । ଏହି ଖବର ଏବେ ବେଶ ଚର୍ଚ୍ଚା ଚାଲିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସତ୍ୟ ଯୁଗରେ ସିନା ରାମଙ୍କ ଆଜ୍ଞାକାରୀ ଥିଲେ ଭରତ । ହେଲେ ଏବେ କଳିଯୁଗରେ ରାମଙ୍କୁ ଆଉ ଡରୁନାହାଁନ୍ତି ଭରତ । ରାମଙ୍କ ଘରେ ପଶି ମଧ୍ୟ ଚୋରି କରିବାକୁ…