କନ୍ଧମାଳ ଲଙ୍କାଗଡ ଜଙ୍ଗଲର IED ଠାବ କଲା ସିଆର୍ପିଏଫ୍ 127 ବାଟାଲିୟନ
କନ୍ଧମାଳ(କେନ୍ୟୁଜ୍): ଗୋଟିଏ IED ଠାବ କଲା ସିଆର୍ପିଏଫ୍ 127 ବାଟାଲିୟନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଲଙ୍କାଗଡ ପଞ୍ଚାୟତର ଗହିଲି ଗାଁ ନିକଟସ୍ଥ ଜଙ୍ଗଲରେ IEDକୁ ଠାବ କରାଯାଇଛି। ଆଇ. ଇ.ଡି ଥିବା ସୂଚନା ପରେ crpf 127 ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ ଗହିଲି…