ଇଂଜିନିୟରିଂରେ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ IFFCO ରେ ଆବେଦନ, ଭୁବନେଶ୍ୱରରେ ମିଳିବ ନିଯୁକ୍ତି
ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଫକୋ (IFFCO) ରେ ଖାଲିପଡିଛି ପଦବୀ। ଏହି ପଦବୀରେ ଗ୍ରାଜୁଏଟ୍ ଇଂଜିନିୟର ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍ gea.iffco.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ…