Browsing Tag

IFFCO plant in prayagraj

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଇଫକୋ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୨ ମୃତ, ୧୫ କର୍ମଚାରୀ ଆହତ

ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଇଫକୋ ପ୍ଲାଣ୍ଟରେ ଗ୍ୟାସ ଲିକ୍‌,୨ ମୃତ। ୧୫ଜଣ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗ୍ୟାସ ଲିକ୍‌ ଏବେ ବନ୍ଦ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣାଟି ଘଟିଛି। କାରଖାନାର ଗୋଟିଏ…