Browsing Tag

IFS Officer Parveen Kaswan

ଜଙ୍ଗଲରେ ଦୁଇ ବାଘଙ୍କ ମଧ୍ୟରେ ହେଲା ଘମାଘଟ ଲଢ଼େଇ, ଛିଡ଼ା ହୋଇ ଏମିତି ମାରିଲେ ଜଣେ ଜଣଙ୍କୁ ପଞ୍ଝା, ଦେଖନ୍ତୁ ପୂରା…

ଏକ ଅଭୟାରଣ୍ୟରେ ଦେଖିବାକୁ ମିଳୁଛି, ଦୁଇଟି ବାଘ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି। ଗୋଟିଏ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଅନ୍ୟଟି ତା’ଠାରୁ ସାମାନ୍ୟ ଦୂରରେ ଚାଲୁଛି। କିନ୍ତୁ ଗୋଟିଏ ସେକେଣ୍ଡ ଭିତରେ ଗୋଟିଏ ବାଘ ଦିଗ ବଦଳାଇ ଦେଉଛି ଏବଂ ଅନ୍ୟ ବାଘ ଉପରେ ହଠାତ୍‌ ଆକ୍ରମଣ କରୁଛି। ଦୁଇଟି…