Browsing Tag

IFS officer Sushant Nanda

ରାସ୍ତା ମଝିରେ ଶାନ୍ତ ହୋଇ ବସିଗଲା ବାଘ, ଅଧାରେ ଅଟକିଗଲା ଲୋକଙ୍କ ପ୍ରାଣ: ଦେଖନ୍ତୁ ଫଟୋ

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଚାଲି ଚାଲି ଯାଉଥିବେ , ହଠାତ୍ ଗୋଟିଏ ବାଘ ଆସି ଆପଣଙ୍କ ସାମନାରେ ଠିଆ ହୋଇଯିବ, ସେତେବେଳେ ଆପଣ କ’ଣ କରିବେ ମୁଣ୍ଡକୁ ବୁଦ୍ଧି ଜୁଟିବ ନାହିଁ। ଆପଣ ଭୟରେ କ’ଣ କରିବେ ତାହା ଜାଣିପାରବେ ନାହିଁ। ଏ କଥା ସତ ଯେ ସାମନାରେ ଏମିତି ଏକ ଭୟଙ୍କର ଜୀବକୁ ଦେଖି ଯେକେହି…