Browsing Tag

ifs Pathak

ଲମ୍ବି ଚାଲିଛି ଆଇଏଫଏସ ଅଭୟଙ୍କ ବେଆଇନ ସମ୍ପତ୍ତି ତାଲିକା, ବାପା ଠାରୁ ପୁଅର ସମ୍ପତ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କେନ୍ୟୁଜ୍(ବ୍ୟୁରୋ):  ଅଚଳାଚଳ ସଂପତ୍ତିର ଅଧିକାରୀ ଆଇଏଫଏସ ଅଭୟକାନ୍ତ ପାଠକ। ୧୩ଟି ସ୍ଥାନରେ ହୋଇଥିବା ଭିଜିଲାନ୍‌ସ ଚଢଉରେ ମିଳିଛି ବିପୁଳ ଟଙ୍କା ଓ ସଂପତ୍ତି। ତାଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୮ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ରହିଛି। ୨୩ ଲକ୍ଷ ଟଙ୍କାର ସୁନା…