ଭାଇରାଲ ହେଉଛି ହାତୀର ବବ୍ କଟ୍ ହେୟାର ଷ୍ଟାଇଲ୍, ଏମିତି ରୂପ ଆଗରୁ କେବେ ଦେଖିନଥିବେ
ସୋସିଆଲ ମିଡିଆରେ ପ୍ରତିଦିନ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି। ଏବେ ସେଭଳି ଏକ ହାତୀର ଫଟୋ ଭାଇରାଲ ହେଉଛି। ଫଟୋରେ ହାତୀର ହେୟାର ଷ୍ଟାଇଲ ଦେଖିଲେ ଆପଣ ବି ଦଣ୍ଡେ ଚାହିଁ ରହିବେ। ଫଟୋଟି ତାମିଲନାଡ଼ୁର ବୋଲି ଜଣାଯାଇଛି। ଏହି ହାତୀର ନାଁ…