ବଡ କୂଅରେ ଗଳିପଡିଲା ଚିତାବାଘ, ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଆପଣାଇଲେ ‘ମହେଞ୍ଜୋଦାରୋ ହରପ୍ପା କୌଶଳ’
ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସେୟାର କରନ୍ତି। ଯେଉଁଥିରେ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ରହିଥାଏ। ନିକଟରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଅଧିକାରୀ। ଯେଉଁଥିରେ ଏକ କୂଅରେ ପଡିଥିବା ଚିତାବାଘକୁ କିପରି ଉଦ୍ଧାର କରାଯାଉଛି…