ଭଦ୍ରକ : ଭାଇଚାରାର ସଦଭାବନା ନେଇ ହିନ୍ଦୁ ଏବଂ ମୁସଲିମ୍ ପାଳନକଲେ ଇଫତାର ପାର୍ଟି
ଭଦ୍ରକ(କେନ୍ୟୁଜ୍) :ଏବେ ଚାଲିଛି ପବିତ୍ର ରମଜାନ୍ ମାସ। ଏଥିପାଇଁ ପ୍ରତ୍ୟେକ ମୁସଲମାନ ଧର୍ମାଲମ୍ବୀମାନେ ଦିନରେ ରୋଜା ରଖି ସନ୍ଧ୍ୟାରେ ଉପାସକୁ ଶେଷ କରି ଇଫତାର ଗ୍ରହଣ କରିଥାନ୍ତି। ଏହି ଉପଲକ୍ଷେ ଭଦ୍ରକ ପୁରଣାବଜାରର ସ୍ବାଭିମାନ ମଂଚ ପକ୍ଷରୁ ଏକ ବିରାଟ ଇଫତାର ପାର୍ଟି, ମଦିନା ମଇଦାନରେ…